ଜୁନ୍‌ ୨୭ରେ ଜନ୍ମିତ ବ୍ୟକ୍ତିଙ୍କ ସମ୍ପର୍କରେ ଏମିତି କୁହେ ଶାସ୍ତ୍ର

ଆଜି ଆପଣଙ୍କ ଜନ୍ମଦିନ କି ? ଯଦି ହଁ ତା ହେଲେ ଆପଣ ଭାରି କପାଳିଆ । ଆଜିର ଦିନ, ମାନେ ଜୁନ୍‌ ୨୭ ତାରିଖ। ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଭାରି ଭାଗ୍ୟବନ୍ତ ବୋଲି ଗଣନାକାର କହିଛନ୍ତି। ବଡ ଚାକିରି, ବଡ ପଦବୀରେ ଅଧିଷ୍ଠିତ ହୋଇଥାନ୍ତି ଏହି ଦିନ ଜନ୍ମିତ ବ୍ୟକ୍ତି। ଖାଲି ସେତିକି ନୁହେଁ ସେମାନେ ବହୁ କ୍ଷେତ୍ରରେ ସଫଳତା ମଧ୍ୟ ପାଇଥାନ୍ତି। ଅତି ଧାର୍ମିକ ସ୍ୱଭାବର ଏହି ବ୍ୟକ୍ତିମାନେ ଦେଖିବାକୁ ଖୁବ୍‌ […]

birth day

birth day

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 06:32 AM IST

Sports

Latest News

ଆଜି ଆପଣଙ୍କ ଜନ୍ମଦିନ କି ? ଯଦି ହଁ ତା ହେଲେ ଆପଣ ଭାରି କପାଳିଆ । ଆଜିର ଦିନ, ମାନେ ଜୁନ୍‌ ୨୭ ତାରିଖ। ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଭାରି ଭାଗ୍ୟବନ୍ତ ବୋଲି ଗଣନାକାର କହିଛନ୍ତି। ବଡ ଚାକିରି, ବଡ ପଦବୀରେ ଅଧିଷ୍ଠିତ ହୋଇଥାନ୍ତି ଏହି ଦିନ ଜନ୍ମିତ ବ୍ୟକ୍ତି। ଖାଲି ସେତିକି ନୁହେଁ ସେମାନେ ବହୁ କ୍ଷେତ୍ରରେ ସଫଳତା ମଧ୍ୟ ପାଇଥାନ୍ତି। ଅତି ଧାର୍ମିକ ସ୍ୱଭାବର ଏହି ବ୍ୟକ୍ତିମାନେ ଦେଖିବାକୁ ଖୁବ୍‌ ଶାନ୍ତ ଓ ଶରଳ ହୋଇଥିବା ବେଳେ ବାସ୍ତବିକ୍‌ ସେମାନେ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ହୋଇଥାନ୍ତି।

ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଭାରି ମଜାଦାର ମିଜାଜର । କଥା କଥାକେ ଅନ୍ୟକୁ ହସାଇବା ସହ ପ୍ରେମ ମାମଲାରେ ଏମାନେ ଥାନ୍ତି ସବୁଠାରୁ ଆଗରେ। ଏକାଧିକ ଥର ପ୍ରେମରେ ପଡିନ୍ତି ହେଲେ ଧୋକା ଦେବା ଏମାନଙ୍କର ପ୍ରବୃତ୍ତି ନୁହେଁ। ଏ କଥା ବି ମନେ ରଖନ୍ତୁ ଏହି ଦିନ ଜନ୍ମିତ ବ୍ୟକ୍ତି ଅତି ଶରଳ ବିଶ୍ୱାସି ହୋଇଥିଲେ ବି ଯଦି ଥରେ କାହା ପ୍ରତାରଣା ବା ବିଶ୍ୱାସଘାତକତାର ସୁରାକ୍‌ ବି ପାଇଯାଆନ୍ତି ତା ହେଲେ ପ୍ରତୀପକ୍ଷକୁ ତଳିତଳାନ୍ତ ନ କରି ଛାଡନ୍ତିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story