ସନ୍ଧ୍ୟା ବେଳେ ମୈଥୁନ କରୁଛନ୍ତି କି ?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): &nbsp;ସବୁ କାମ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଛି। ପ୍ରତ୍ୟେକ କାମକୁ ସଠିକ ସମୟରେ କରିବା ଦ୍ୱାରା ହିଁ ମଙ୍ଗଳ ହୋଇଥାଏ। ସେମିତି କିଛି କାର୍ଯ୍ୟ ରହିଛି ଯେଉଁଟା ସନ୍ଧ୍ୟା ସମୟରେ କରିବା ଅନୁଚିତ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଖାଇବା, ପଢିବା, ଶୋଇବା ଏବଂ ମୈଥୁନ କରିବା ଏହି ଚାରୋଟି ଜିନିଷ କେବେବି ସଂଧ୍ୟା ସମୟରେ କରନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଏବଂ ଜୀବନରେ ଅଶାନ୍ତି ଦେଖାଦେଇଥାଏ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Sunday, 29 April 2018
  • Updated: 29 April 2018, 07:59 AM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): &nbsp;ସବୁ କାମ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଛି। ପ୍ରତ୍ୟେକ କାମକୁ ସଠିକ ସମୟରେ କରିବା ଦ୍ୱାରା ହିଁ ମଙ୍ଗଳ ହୋଇଥାଏ। ସେମିତି କିଛି କାର୍ଯ୍ୟ ରହିଛି ଯେଉଁଟା ସନ୍ଧ୍ୟା ସମୟରେ କରିବା ଅନୁଚିତ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଖାଇବା, ପଢିବା, ଶୋଇବା ଏବଂ ମୈଥୁନ କରିବା ଏହି ଚାରୋଟି ଜିନିଷ କେବେବି ସଂଧ୍ୟା ସମୟରେ କରନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଏବଂ ଜୀବନରେ ଅଶାନ୍ତି ଦେଖାଦେଇଥାଏ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos