ଏସବୁକୁ ସାବଧାନ, ନହେଲେ ଗରିବ ହୋଇଯିବେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଧନୀ ହେବା ପାଇଁ ପ୍ରତ୍ୟେକ ମଣିଷର ଇଚ୍ଛା ଥାଏ। କିଛି ଲୋକ ପିତାମାତାଙ୍କ ଉପାର୍ଜିତ ଧନରୁ ଧନୀ ହୋଇଥିବା ବେଳେ ଆଉ କେତେକ ବ୍ୟକ୍ତି କଠିନ ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତିଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଜଣେ ମଣିଷ ଗରିବରୁ ଧନୀ ହେବା ଯେତେ କଷ୍ଟ ଧନୀରୁ ଗରିବ ହେବା ସେତେ ସହଜ। ସଂସାରରେ କୌଣସି ଜିନିଷ ଚିରସ୍ଥାୟୀ ନୁହେଁ। ତେଣୁ ସବୁବେଳେ ସତର୍କ ରୁହନ୍ତୁ। ଛେଳି ଖୁରାର ଧୂଳି, ଘୁଷୁରି ଗୋଡ ଧୂଳି, ଘର ଓଳାଇବା ପରେ ଝାଡୁର ଧୂଳି ଯଦି ବାହାରୁ ପୁଣି ଘରକୁ ଫେରିଆସେ ଏବଂ ରଜସ୍ୱଳା ନାରୀର ଧୂଳି ଯଦି ଠାକୁର ଘରେ ପଡେ, ତାହେଲେ ଧନୀ ଥିଲେ ଗରିବ ହୋଇଯିବାର ଆଶଙ୍କା ଅଛି ବୋଲି କୁହାଯାଏ। (ଦେଖନ୍ତୁ ଭିଡିଓ)

Previous ArticleNext Article

Send this to a friend