ଲିମ୍‌କା ବୁକ୍‌ରେ ସ୍ଥାନ ପାଇଲେ ସୁଦର୍ଶନ

ଭୁବନେଶ୍ୱର: ଖ୍ରୀଷ୍ଟମାସ ଅବସରରେ ଗତକାଲି ପୁରୀ ସମୁଦ୍ର କୂଳରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିରେ ତିଆରି କରିଥିବା ୧୦୦୦ଟି ସାନ୍ତାକ୍ଲଜ ଲିମ୍‌କା ବୁକ୍‌ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏନେଇ ଲିମ୍‌କା ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ଆଜି ତାଙ୍କୁ ସ୍ପଷ୍ଟ କରାଯାଇଥିବା ସେ ଟ୍ୱିଟ୍ କରିଛନ୍ତି। ଏହି ରେକର୍ଡ ହାସଲ କରିବା ପରେ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି। ଖ୍ରୀଷ୍ଟମାସ ଅବସରରେ ସୁଦର୍ଶନ ୧୦୦୦ଟି ସାନ୍ତାକ୍ଲଜ୍ କରିବା ସହ ସାରା ବିଶ୍ୱ ପାଇଁ ଏହା […]

sandart

sandart

Rakesh Mallick
  • Published: Sunday, 25 December 2016
  • Updated: 25 December 2016, 03:05 PM IST

Sports

Latest News

sandart

ଭୁବନେଶ୍ୱର: ଖ୍ରୀଷ୍ଟମାସ ଅବସରରେ ଗତକାଲି ପୁରୀ ସମୁଦ୍ର କୂଳରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିରେ ତିଆରି କରିଥିବା ୧୦୦୦ଟି ସାନ୍ତାକ୍ଲଜ ଲିମ୍‌କା ବୁକ୍‌ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏନେଇ ଲିମ୍‌କା ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ଆଜି ତାଙ୍କୁ ସ୍ପଷ୍ଟ କରାଯାଇଥିବା ସେ ଟ୍ୱିଟ୍ କରିଛନ୍ତି।

ଏହି ରେକର୍ଡ ହାସଲ କରିବା ପରେ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି।

ଖ୍ରୀଷ୍ଟମାସ ଅବସରରେ ସୁଦର୍ଶନ ୧୦୦୦ଟି ସାନ୍ତାକ୍ଲଜ୍ କରିବା ସହ ସାରା ବିଶ୍ୱ ପାଇଁ ଏହା ଖୁସି ଆଣି ଦେବ ବୋଲି ବାର୍ତ୍ତା ଦେଇଥିଲେ। ବାଲିରେ ୧୦୦୦ଟି ସାନ୍ତାକ୍ଲଜ କରିବା ପାଇଁ ସୁଦର୍ଶନଙ୍କୁ ୪ ଦିନ ଲାଗିଥିଲା। ଏଥିରେ ତାଙ୍କୁ ସୁଦର୍ଶନ ସ୍ୟାଣ୍ଡ୍ ଆର୍ଟ ଇନ୍‌ଷ୍ଟିଚ୍ୟୁଟର ୩୫ ଶିକ୍ଷାର୍ଥୀ ସହଯୋଗ କରିଥିଲେ।

୨୦୧୨ରେ ବଡ଼ଦିନ ଅବସରରେ ସୁଦର୍ଶନ ବାଲିରେ ୫୦୦ଟି ସାନ୍ତାକ୍ଲଜ ତିଆରି କରିଥିଲେ

ସୁଦର୍ଶନ କହିଛନ୍ତି, “ପୁରୀ ସମୁଦ୍ର କୂଳରେ ୧୦୦୦ଟି ସାନ୍ତାକ୍ଲଜ ଲିମ୍‌କା ବୁକ୍‌ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛି । ଏହା ୨୦୧୨ ଥିବା ରେକର୍ଡକୁ ଭାଙ୍ଗି  ଆଜି ପୁଣି ନୂଆ ରେକର୍ଡ ସୃଷ୍ଟି କରିଛି। ମୋ ଜୀବନରେ ଓ କ୍ୟାରିଅରରେ ଯେତେ ସାନ୍ତାକ୍ଲଜ ତିଆରି କରିଛି ଏହା ସବୁଠାରୁ ଟପ୍ ଥିଲା।୧୦୦୦ ସାନ୍ତାକ୍ଲଜ  ଗୋଟିଏ ଜାଗାରେ ତିଆରି କରିବା  ଏକ ବଡ଼ କଥା। ସେଥିପାଇଁ ବଡ଼ ଦିନରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story