ଜାଣନ୍ତୁ ମେକଅପ୍‌ ସମୟରେ କେଉଁ ବ୍ରସ୍‌ କ’ଣ ପାଇଁ ବ୍ୟବହାର ହୁଏ

ମେକ୍‌ଅପ ଏକ କଳା। ଯେଉଁଥିରେ ବ୍ରସ୍ ଓ ଅନ୍ୟାନ୍ୟ ଉପକରଣ ନିହାତି ଆବଶ୍ୟକ। ଯେପରି ଜଣେ ଚିତ୍ରକାର ବ୍ରସ୍ ଓ ରଙ୍ଗ ଦ୍ୱାରା ସୁନ୍ଦର ଛବି ଆଙ୍କିଦିଏ, ସେହିପରି ଜଣେ ସୌନ୍ଦର୍ଯ୍ୟ ବିଶେଷଜ୍ଞ ବା ବିୟୁଟିସିଆନ୍ ଏକ ସାଧାରଣ ଚେହେରାରେ ନିଜ କଳାର ଯାଦୁ ଦେଇ ତାକୁ ସୁନ୍ଦର ଓ ଆକର୍ଷଣୀୟ କରିଦିଏ। ମେକ୍‌ଅପ୍‌ ପାଇଁ ବ୍ୟବହୃତ ଉପକରଣକୁ ଠିକ୍‌ ଭାବେ ବ୍ୟବହାର କରିବା ଉଚିତ୍। ମାର୍କେଟରେ ବିଭନ୍ନ ପ୍ରକାରର ମେକପ୍‌ ବ୍ରସ୍ ମିଳୁଛି। ଯେମିତି କି […]

make up final

make up final

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 01:14 PM IST

Sports

Latest News

ମେକ୍‌ଅପ ଏକ କଳା। ଯେଉଁଥିରେ ବ୍ରସ୍ ଓ ଅନ୍ୟାନ୍ୟ ଉପକରଣ ନିହାତି ଆବଶ୍ୟକ। ଯେପରି ଜଣେ ଚିତ୍ରକାର ବ୍ରସ୍ ଓ ରଙ୍ଗ ଦ୍ୱାରା ସୁନ୍ଦର ଛବି ଆଙ୍କିଦିଏ, ସେହିପରି ଜଣେ ସୌନ୍ଦର୍ଯ୍ୟ ବିଶେଷଜ୍ଞ ବା ବିୟୁଟିସିଆନ୍ ଏକ ସାଧାରଣ ଚେହେରାରେ ନିଜ କଳାର ଯାଦୁ ଦେଇ ତାକୁ ସୁନ୍ଦର ଓ ଆକର୍ଷଣୀୟ କରିଦିଏ। ମେକ୍‌ଅପ୍‌ ପାଇଁ ବ୍ୟବହୃତ ଉପକରଣକୁ ଠିକ୍‌ ଭାବେ ବ୍ୟବହାର କରିବା ଉଚିତ୍। ମାର୍କେଟରେ ବିଭନ୍ନ ପ୍ରକାରର ମେକପ୍‌ ବ୍ରସ୍ ମିଳୁଛି। ଯେମିତି କି ଆଇସାଡୋ ବ୍ରସ୍, ବ୍ଲସର ବ୍ରସ୍, ଫାଉଣ୍ଡେସନ୍ ବ୍ରସ୍, ଲିପ୍ ବ୍ରସ୍ ଇତ୍ୟାଦି। ତେବେ ବ୍ରସ୍‌ କିଣିବା ସମୟରେ ଟିକେ ସାବଧାନତା ଅବଲମ୍ବନ କରନ୍ତୁ। କାରଣ ମାର୍କେଟରେ ଏତେ ପ୍ରକାରର ବ୍ରସ୍‌ ମିଳୁଛି ଯେ କେଉଁ ବ୍ରସ୍‌ଟା କିଣିବେ ତାହା ଜାଣିବା କାଠିକର ହୋଇଗଲାଣି। ଆଜି ଆମେ ଆପଣଙ୍କୁ ମେକଅପ୍‌ରେ ବ୍ୟବହୃତ ହେଉଥିବା ବିଭିନ୍ନ ବ୍ରସ୍‌ ବିଷୟରେ ବତାଇବୁ।

୧) ଆଇସାଡୋ ବ୍ରସ୍‌- ମାର୍କେଟ୍‌ରେ ମିଳୁଥିବା ଆଇସାଡୋ ବକ୍ସରେ ଏହି ବ୍ରସ୍ ଥାଏ। କିନ୍ତୁ ଏହା ଏତେ ଭଲ ନୁହେଁ। ତେଣୁ ସ୍ପଞ୍ଜ ଯୁକ୍ତ ଏପ୍ଲିକେଟର ବ୍ରସ୍ କିଣିବା ଭଲ। ଏହା ୨ ପ୍ରକାରର। ଗୋଟିଏ ଟିକେ ଚଉଡ଼ା ଓ ଅଳ୍ପ ଗୋଲାକାର, ଅନ୍ୟଟି ଟିକିଏ ପତଳା। ଆଇସାଡୋ ଲଗାଇବାବେଳେ ବ୍ରସ୍‌କୁ ଗୋଟିଏ ଦିଗରେ ଚଲାନ୍ତୁ। ଧ୍ୟାନ୍‌ ଦିଅନ୍ତୁ ଯେ ଆଖିପାଇଁ ବ୍ୟବହୃତ ହେଉଥବା ବ୍ରସ୍‌ଟି ଯେପରି ନରମ ହୋଇଥିବ।

୨) ଆଇଲାଇନର ବ୍ରସ- ଏହି ବ୍ରସ୍‌ଟି ଯେପରି ନରମ ହୋଇନଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ ନରମ ବ୍ରସ୍ ହେଲେ ଆଇଲାଇନର ବଙ୍କା ତେଢ଼ା ହୋଇଯିବ।

୩) ମସକାରା ବ୍ରସ୍-  ମସକାରା ଲଗାଇବା ପାଇଁ ଦୁଇ ପ୍ରକାରର ବ୍ରସ ମିଳେ। ନେବି ଟୁଥ୍ ବ୍ରସ୍ ଓ ଗୋଲେଇ ବ୍ରସ୍। ଏହା ମଜଭୁତ ହେବା ଆବଶ୍ୟକ।

୪) ପାଉଡର ବ୍ରସ୍- ଲୁଜ ପାଉଡର ଲଗାଇବା ପାଇଁ ମଧ୍ୟ ବ୍ରସ୍ ଆବଶ୍ୟକ। ତେବେ ଏଥିପାଇଁ ଫ୍ଲପି ବ୍ରସ୍‌ କିଣନ୍ତୁ, ଭଲ କାମ ଦେବ।

୫) ବ୍ଲସର ବ୍ରସ- କ୍ରିମ୍ ବ୍ଲସରକୁ ଆଙ୍ଗୁଳି ଦ୍ୱାରା ଲଗାଇପାରିବେ ହେଲେ ପାଉଡର ବ୍ଲସର ପାଇଁ ବ୍ରସ୍‌ର ନିହାତି ଆବଶ୍ୟକ। ଗୋଲ, ଘନକେଶ, ମଜଭୁତ ଓ ଲମ୍ବା ହ୍ୟଣ୍ଡେଲ ଯୁକ୍ତ ବ୍ରସ୍ କିଣନ୍ତୁ। ବ୍ଲସର ଲଗାଇବା ବେଳେ ବ୍ରସ୍‌ରେ ଲାଗିଥିବା ଏକ୍ସଟ୍ରା ପାଉଡରକୁ ଝାଡ଼ି ଦିଅନ୍ତୁ ଓ ତା’ପରେ ଲଗାନ୍ତୁ।

୬) ଫାଉଣ୍ଡେସନ ବ୍ରସ୍: ସାଧାରଣତ ଆମେ ଫାଉଣ୍ଡେସନ୍‌କୁ ହାତରେ ଲଗାଇଥାଉ। କିନ୍ତୁ ମେକ୍‌ଅପ୍ ଆଟିଷ୍ଟମାନେ ବ୍ରସ୍‌ ଓ ସ୍ପଞ୍ଜରେ ଲଗାଇଥାନ୍ତି। କାରଣ ଏହାଦ୍ୱାରା ଫାଉଣ୍ଡେସନ ଚେହେରାରର ସବୁଦିଗରେ ଭଲଭାବରେ ମିଶିଯାଏ।

୭) ଲିପ୍‌ ବ୍ରସ୍- ବ୍ରସ୍‌ରେ ଲିପ୍‌ଷ୍ଟିକ ଲଗାଇଲେ ଏହା ପରିଷ୍କାର ଭାବେ ଲାଗିବା ସହ। ଅଧିକ ସମୟ ପର୍ଯ୍ୟନ୍ତ ରହିବ। ଲିପ୍‌ ବ୍ରସ୍ ମଧ୍ୟ ଟିକେ ଟାଣ ହେବା ଆବଶ୍ୟକ। ପ୍ରଥମେ ବ୍ରସ୍‌ ଦ୍ୱାରା ଓଠରେ ଆଉଟଲାଇନ୍‌ ଟାଣିଦିଅନ୍ତୁ ପରେ ଏହି ଲାଇନ୍‌ ଭିତରେ ଲିପ୍‌ଷ୍ଟଇକ୍‌ ଲଗାନ୍ତୁ।

୮) ହାଇଲାଇଟର ବ୍ରସ୍- ହାଇଲାଇଟର୍‌ର ବ୍ୟବହାର ଚେହେରାରେ ଚମକ ଆଣିବା ପାଇଁ ହୁଏ। ଏଥିପାଇଁ ପତଳା ଲମ୍ବାକୃତିର ବ୍ରସ୍‌ ବ୍ୟବହାର କରିବା ଉଚିତ। ଏହି ବ୍ରସ୍‌ସାହାଯ୍ୟରେ ଚେହେରାର ଯେଉଁ ଅଂଶକୁ ହାଇଲାଇଟ କରିବାକୁ ଚାହୁଁଛନ୍ତି ୟେଠି ଲଗାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story