୨ ଫେବୃଆରୀ, ମଙ୍ଗଳବାର: ବକେୟା ଅର୍ଥ ହସ୍ତଗତ ହେବ

ମେଷ:  ପ୍ରତ୍ୟେକ ପ୍ରତିଯୋଗିତାରେ ଜୟଯୁକ୍ତ ହେବେ ଓ ମାନ ସମ୍ମାନର ଅଧିକାରୀ ହେବେ। ଗୁପ୍ତ ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ଛାତ୍ରଛାତ୍ରୀମାନେ ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।  ବୃଷ: ପରିବାରରେ ଅଶାନ୍ତି, ଅସନ୍ତୋଷ, ମନୋମାଳିନ୍ୟ ଦେଖାଦେବ। ମହିଳାମାନେ ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ପାଇବେ ନାହିଁ। ମିଥୁନ: କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଅତୁଟ ରହିବ। ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ […]

RASI

RASI

Niharika Rout
  • Published: Tuesday, 02 February 2021
  • Updated: 02 February 2021, 08:30 AM IST

Sports

Latest News

ମେଷ:  ପ୍ରତ୍ୟେକ ପ୍ରତିଯୋଗିତାରେ ଜୟଯୁକ୍ତ ହେବେ ଓ ମାନ ସମ୍ମାନର ଅଧିକାରୀ ହେବେ। ଗୁପ୍ତ ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ଛାତ୍ରଛାତ୍ରୀମାନେ ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।

 ବୃଷ: ପରିବାରରେ ଅଶାନ୍ତି, ଅସନ୍ତୋଷ, ମନୋମାଳିନ୍ୟ ଦେଖାଦେବ। ମହିଳାମାନେ ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ପାଇବେ ନାହିଁ।

ମିଥୁନ: କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଅତୁଟ ରହିବ। ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ ଓ ମନ ପ୍ରଫୁଲ୍ଲ ରହିବ।

କର୍କଟ: ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। ଦୂରସ୍ଥାନକୁ ଯାତ୍ରା କଲେ ଯାତ୍ରାରେ ସଫଳ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

 ସିଂହ: ଶାରୀରିକ ଅସୁସ୍ଥତା, ଆର୍ଥିକ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ଦେଖାଦେବ। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ଦେଇପାରନ୍ତି। ପରର ଉପକାର କରିବାକୁ ଯାଇ କ୍ଷତିରେ ପଡିବେ।

 କନ୍ୟା: ଉତ୍ତମ ଭୋଜନ ସହିତ ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି। ପ୍ରତ୍ୟେକଟି କାର୍ଯ୍ୟ କରିବାକୁ ସମର୍ଥ ହେବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ।

 ତୁଳା: ସମାଜରେ ମାନ ସମ୍ମାନ, ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। ବସ୍ତ୍ର ଅଳଙ୍କାର ଜାତୀୟ ବ୍ୟବସାୟରେ ଉନ୍ନତି ଦେଖାଦେବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।

ବିଛା: ନିଜ ମନ ପସନ୍ଦର କାର୍ଯ୍ୟ କରିବାର ସୁଯୋଗ ପାଇବେ।  ସପରିବାରେ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି। ଗବେଷଣାରତ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ।

 ଧନୁ: ବକେୟା ଅର୍ଥ ହସ୍ତଗତ ହେବ । ଯାହାଫଳରେ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ଉପକୃତ ହେବେ। ବୃତ୍ତିଗତ ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ।

ମକର: ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ବୃଦ୍ଧି ହେତୁ କ୍ଳାନ୍ତି ଅନୁଭବ କରିବେ। ଆଳସ୍ୟ ଓ ଅବହେଳା ଯୋଗୁଁ ସୁଯୋଗ ହାତଛଡା ହୋଇଯିବ।

 କୁମ୍ଭ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ । ତେଣୁ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ ମନୋନିବେଶ କରିବେ।

ମୀନ: ବିଭିନ୍ନ ପ୍ରକାର ସମସ୍ୟା ସତ୍ତ୍ୱେ ସମାଧାନର ରାସ୍ତା ଦେଖାଦେବ। ଅପେକ୍ଷାରତ କାର୍ଯ୍ୟଟିରେ ଶୁଭ ସୂଚନା ପାଇବେ। ପରିବହନ ଜାତୀୟ ବ୍ୟବସାୟରେ ଲାଭବାନ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story