ମାର୍ଚ୍ଚ ୬,ଶୁକ୍ରବାର: ପାଚନ ତନ୍ତ୍ରରେ କଷ୍ଟ ଅନୁଭବ କରିବେ

ମେଷ: ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଖର୍ଚ୍ଚ ବଢ଼ିବ। ବୃଷ:  ଅଧିକ ପରିଶ୍ରମ କରିବେ। ମିଠା କଥା କହି ଲୋକଙ୍କ ମନ ଜିତିବେ। ପାଚନ ତନ୍ତ୍ରରେ କଷ୍ଟ ଅନୁଭବ କରିବେ। ମିଥୁନ: ଅଳସୁଆ ଅନୁଭବ କରିବେ। ଘରକୁ ଅତିଥି ଆସି ପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। କର୍କଟ: ଆତ୍ମବିଶ୍ୱାସ ବଢ଼ିବ। ଯାତ୍ରା କରିପାରନ୍ତି। ନୂଆ ପୋଷାକ କିଣିପାରନ୍ତି। ଆଜି ଯେକୌଣସି […]

astro-1-

astro-1-

Niharika Rout
  • Published: Friday, 06 March 2020
  • Updated: 06 March 2020, 07:28 AM IST

Sports

Latest News

ମେଷ: ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଖର୍ଚ୍ଚ ବଢ଼ିବ।

ବୃଷ:  ଅଧିକ ପରିଶ୍ରମ କରିବେ। ମିଠା କଥା କହି ଲୋକଙ୍କ ମନ ଜିତିବେ। ପାଚନ ତନ୍ତ୍ରରେ କଷ୍ଟ ଅନୁଭବ କରିବେ।

ମିଥୁନ: ଅଳସୁଆ ଅନୁଭବ କରିବେ। ଘରକୁ ଅତିଥି ଆସି ପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ।

କର୍କଟ: ଆତ୍ମବିଶ୍ୱାସ ବଢ଼ିବ। ଯାତ୍ରା କରିପାରନ୍ତି। ନୂଆ ପୋଷାକ କିଣିପାରନ୍ତି। ଆଜି ଯେକୌଣସି କାର୍ଯ୍ୟ କଲେ ସଫଳ ହେବ।

ସିଂହ: ବନ୍ଧୁଙ୍କ ସହ ଦେଖା ହୋଇପାରେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।

କନ୍ୟା: ଦିନଟି ଭଲରେ କଟିବ। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସୁସ୍ଥ ରହିବେ।

ତୁଳା:   ଦ୍ୱନ୍ଦ୍ୱ ଭିତରେ ରହିବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା:  ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଭାଗ୍ୟ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ।

ଧନୁ: ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇପାରନ୍ତି। ଅଯଥା ଖର୍ଚ୍ଚଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।

ମକର: ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। କୁକୁରକୁ ଖାଇବାକୁ ଦିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos