ଶୁଦ୍ଧ ସ୍ନାନ ସହ ରହିଛି ଭାଗ୍ୟର ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସ୍ତ୍ର ଅନୁସାରେ, ସ୍ନାନ ସହିତ ବ୍ୟକ୍ତିଙ୍କ ଭାଗ୍ୟର ନିବିଡ଼ ସମ୍ପର୍କ ରହିଛି। କୁହାଯାଏ, ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କଲେ ବହୁ ଶୁଭ ଫଳ ମିଳିଥାଏ। ଏଥିପାଇଁ ପୁରାଣରେ ମୁନି ଋଷିମାନେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ସହିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା କଥା କୁହାଯାଇଛି। ଶାସ୍ତ୍ରରେ ସ୍ନାନ କରିବାର ବିଶେଷ ବିଧି ଏବଂ ଭିନ୍ନ ଭିନ୍ନ ସମୟରେ ସ୍ନାନରୁ ଭିନ୍ନ ଭିନ୍ନ ଫଳପ୍ରାପ୍ତିର କଥା କୁହାଯାଇଛି। ତେବେ ଶାସ୍ତ୍ରରେ କୁହାଯାଇଥିବା ବିଧି ଅନୁସାରେ […]

san

san

Mihir Pattnayak
  • Published: Tuesday, 30 October 2018
  • Updated: 30 October 2018, 06:56 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସ୍ତ୍ର ଅନୁସାରେ, ସ୍ନାନ ସହିତ ବ୍ୟକ୍ତିଙ୍କ ଭାଗ୍ୟର ନିବିଡ଼ ସମ୍ପର୍କ ରହିଛି।

କୁହାଯାଏ, ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କଲେ ବହୁ ଶୁଭ ଫଳ ମିଳିଥାଏ। ଏଥିପାଇଁ ପୁରାଣରେ ମୁନି ଋଷିମାନେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ସହିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା କଥା କୁହାଯାଇଛି।
ଶାସ୍ତ୍ରରେ ସ୍ନାନ କରିବାର ବିଶେଷ ବିଧି ଏବଂ ଭିନ୍ନ ଭିନ୍ନ ସମୟରେ ସ୍ନାନରୁ ଭିନ୍ନ ଭିନ୍ନ ଫଳପ୍ରାପ୍ତିର କଥା କୁହାଯାଇଛି। ତେବେ ଶାସ୍ତ୍ରରେ କୁହାଯାଇଥିବା ବିଧି ଅନୁସାରେ ଆପଣ ସ୍ନାନ କଲେ, ଅବଶ୍ୟ ଶୁଭ ଫଳ ପାଇବେ।
ସ୍ନାନ କରିବା ବିଧି:
ଦିନରେ ସମସ୍ତ ଆବଶ୍ୟକ କାମ ପାଇଁ ବିଭିନ୍ନ ମନ୍ତ୍ର ସମ୍ପର୍କରେ ଶାସ୍ତ୍ରରେ କୁହାଯାଇଛି। ସେହିପରି ସ୍ନାନ କରିବା ସମୟରେ ମନ୍ତ୍ର ଜପ କରିବାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ଉପାଦେୟ ପରାମର୍ଶ ଦିଆଯାଇଛି। ସ୍ନାନ ସମୟରେ ଆପଣ କୀର୍ତ୍ତନ କିମ୍ୱା ଭଜନର ମନ୍ତ୍ର ପାଠ କରନ୍ତୁ।
କିଛି ଲୋକ ଗାଧୋଇବାବେଳେ ପ୍ରଥମେ ଦେହରେ ଏବଂ ପରେ ମୁଣ୍ଡରେ ପାଣି ଢାଳନ୍ତି। କିନ୍ତୁ ଏହା କରିବା ଭୁଲ୍‌। ଶାସ୍ତ୍ର ଅନୁସାରେ, ପ୍ରଥମେ ମୁଣ୍ଡରେ ପାଣି ଢାଳି ସାରିବା ପରେ ଦେହରେ ପାଣି ଢାଳିବା ଉଚିତ୍‌। ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏପରି ଗାଧୋଇଲେ ମୁଣ୍ଡ ଥଣ୍ଡା ହେବା ସହିତ ସେଥିରେ ଥିବା ଉଷ୍ଣତା ପାଦ ଦେଇ ଶରୀର ବାହାରକୁ ଚାଲିଯାଏ ଏବଂ ଶରୀରକୁ ଭିତରୁ ଶୀତଳତା ମିଳିଥାଏ।
ସ୍ନାନର ପ୍ରକାର:

ବ୍ରହ୍ମ ସ୍ନାନ: ବ୍ରାହ୍ମ ମୁହୂର୍ତ୍ତ ଅର୍ଥାତ୍‌ ଭୋର ୪ଟାରୁ ୫ଟା ମଧ୍ୟରେ ଭଗବାନଙ୍କ ନାମ ନେଇ ସ୍ନାନ କରିବାକୁ ବ୍ରହ୍ମ ସ୍ନାନ କୁହାଯାଏ। ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କୁ ଇଷ୍ଟଦେବତାଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।

ଋଷି ସ୍ନାନ: ସକାଳ ହେବା ପୂର୍ବରୁ ଅର୍ଥାତ୍‌ ଆକାଶରେ ତାରା ଦେଖାଯାଉଥିବା ସମୟରେ ସ୍ନାନ କରିବାକୁ ଋଷି ସ୍ନାନ ବୋଲି କୁହାଯାଏ।

ଦେବ ସ୍ନାନ: ଯଦି ଆପଣ ସୂର୍ଯ୍ୟୋଦୟ ପରେ ଘରେ କିମ୍ୱା ନଦୀରେ ବିଭିନ୍ନ ନଦୀଙ୍କ ନାମ ସହ ମନ୍ତ୍ର ଜପ କରି ସ୍ନାନ କରୁଛନ୍ତି, ତେବେ ଏହାକୁ ଦେବ ସ୍ନାନ କୁହାଯାଏ।

ଦାନବ ସ୍ନାନ: ବର୍ତ୍ତମାନ ସମୟରେ ଅନେକ ଲୋକ ସୂର୍ଯ୍ୟୋଦୟ ପରେ ଜଳଖିଆ କରି ସ୍ନାନ କରୁଛନ୍ତି। ଏପରି ସ୍ନାନକୁ ଦାନବ ସ୍ନାନ ବୋଲି କୁହାଯାଏ। ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ଏବଂ ଜୀବନରେ ଅନେକ କ୍ଷତି ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story