୧୦ ଜୁନ୍‌, ଗୁରୁବାର: ବନ୍ଧୁମାନେ ଅପମାନିତ କରିପାରନ୍ତି

ମେଷ: ନୂଆ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟର ହାତ ବଢ଼ାଇବେ। ବୃଷ: ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ବନ୍ଧୁମାନେ ଅପମାନିତ କରିପାରନ୍ତି। ମିଥୁନ: ପାରିବାରିକ ସମସ୍ୟାକୁ ନେଇ ମନ ଅସ୍ଥିର ରହିବ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ ଯିବେ। ସମସ୍ତ କାର୍ଯ୍ୟରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ। କର୍କଟ: ସୁସମାଚାର ଶୁଣି ଆନନ୍ଦିତ […]

malwani-building-collapse_d

malwani-building-collapse_d

Jitendra Garnayak
  • Published: Thursday, 10 June 2021
  • Updated: 10 June 2021, 08:03 AM IST

Sports

Latest News

ମେଷ: ନୂଆ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟର ହାତ ବଢ଼ାଇବେ।

ବୃଷ: ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ବନ୍ଧୁମାନେ ଅପମାନିତ କରିପାରନ୍ତି।

ମିଥୁନ: ପାରିବାରିକ ସମସ୍ୟାକୁ ନେଇ ମନ ଅସ୍ଥିର ରହିବ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ ଯିବେ। ସମସ୍ତ କାର୍ଯ୍ୟରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ।

କର୍କଟ: ସୁସମାଚାର ଶୁଣି ଆନନ୍ଦିତ ହେବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତି ଯୋଗ ରହିଛି।

ସିଂହ: ପୂର୍ବରୁ ଲାଗି ରହିଥିବା ବାଦବିବାଦର ସମାଧାନ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ।

କନ୍ୟା: ଜଗରଖି ଚଳନ୍ତୁ। ବାଦବିବାଦରେ ଛନ୍ଦି ହୋଇପାରନ୍ତି। ସନ୍ତାନସନ୍ତତିଙ୍କ କର୍ମକୁ ନେଇ ଚିନ୍ତିତ ହେବେ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଆୟ ମଧ୍ୟମ ଧରଣର ହେବ। ନିଜର ଉପସ୍ଥିତ ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ।

ବିଛା: ସମସ୍ତ କର୍ମରେ ଆଶାନୁରୂପ ସଫଳତା ପାଇବେ। କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ଧନୁ: ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ ନାହିଁ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଧନକୁ ନେଇ ପରିବାରରେ ବିବାଦ ଦେଖା ଦେଇପାରେ।

ମକର: ବହୁଦିନର ଆଶା ପୂରଣ ହେବ। ମାନସମ୍ମାନ ବଢ଼ିବ। ମହିଳାମାନେ ଆଦର ପାଇବେ।

କୁମ୍ଭ: ଅଟକି ଥିବା କାମକୁ ପୁଣି ଆରମ୍ଭ କରିବେ। ବ୍ୟବସାୟରେ ଆୟ ବଢ଼ିବ। ପୂର୍ବ ଯୋଜନାକୁ ପରିବର୍ତ୍ତନ କରି ପ୍ରଶଂସିତ ହେବେ।

ମୀନ: ଧନଲାଭ ଯୋଗ ରହିଛି। ସୁସ୍ଥ ରହିବେ। ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଯୋଜନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story