୧୧ ଜାନୁଆରୀ, ସୋମବାର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ

ମେଷ: ସାଙ୍ଗଠନିକ କାର୍ଯ୍ୟରେ ଅଂଶଗ୍ରହଣ କରି ପ୍ରଶଂସା ପାଇବେ। ସହଯୋଗୀ ବା ଭାଇ ପୂର୍ଣ୍ଣ ସହଯୋଗ କରିବେ। ପାରିବାରିକ ଜୀବନରେ ସୁଖଶାନ୍ତି ଦେଖାଦେବ। ପ୍ରତିକାର-  କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ବୃଷ: ଶାରୀରିକ ଅସୁସ୍ଥତାରୁ ଉପଶମ ପାଇବେ। କାର୍ଯ୍ୟ କ୍ଷେତ୍ରରେ ନୂତନ ଯୋଜନା ପାଇଁ ସହଯୋଗ ମିଳିବ। ଅଧ୍ୟୟନ ପାଇଁ ତତ୍ପର ହେବା ସହ ସାକ୍ଷାତକାରରେ ସଫଳ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ। ମିଥୁନ: ପଢ଼ାପଢ଼ିରେ ମନ ଦେଇ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତିରେ […]

Daily Horoscope

Daily Horoscope

Jitendra Garnayak
  • Published: Monday, 11 January 2021
  • Updated: 11 January 2021, 08:11 AM IST

Sports

Latest News

ମେଷ: ସାଙ୍ଗଠନିକ କାର୍ଯ୍ୟରେ ଅଂଶଗ୍ରହଣ କରି ପ୍ରଶଂସା ପାଇବେ। ସହଯୋଗୀ ବା ଭାଇ ପୂର୍ଣ୍ଣ ସହଯୋଗ କରିବେ। ପାରିବାରିକ ଜୀବନରେ ସୁଖଶାନ୍ତି ଦେଖାଦେବ। ପ୍ରତିକାର-  କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ଶାରୀରିକ ଅସୁସ୍ଥତାରୁ ଉପଶମ ପାଇବେ। କାର୍ଯ୍ୟ କ୍ଷେତ୍ରରେ ନୂତନ ଯୋଜନା ପାଇଁ ସହଯୋଗ ମିଳିବ। ଅଧ୍ୟୟନ ପାଇଁ ତତ୍ପର ହେବା ସହ ସାକ୍ଷାତକାରରେ ସଫଳ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ: ପଢ଼ାପଢ଼ିରେ ମନ ଦେଇ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ର ପ୍ରସାରିତ ହେବା ଫଳରେ ଆଶାମୁତାବକ ଲାଭ ପାଇବେ। ଉପରିସ୍ଥ ଅଧିକାରୀଙ୍କଠାରୁ ସହଯୋଗ ପାଇବେ। ଅଧିକ ପରିଶ୍ରମ କରିବେ। ପ୍ରତିକାର- ଅଶ୍ୱତ୍‌ଥ ବୃକ୍ଷ ମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

କର୍କଟ: ସରକାରୀ କ୍ଷେତ୍ରରେ ସଫଳତା ମିଳିବ ଓ ନୂତନ ଦ୍ରବ୍ୟ କ୍ରୟ କରିବେ। କମିଶନ କାର୍ଯ୍ୟରେ ଲାଭବାନ ହେବାର ସମ୍ଭାବନା ଅଛି। ବୁଦ୍ଧି ଖଟାଇ ସମସ୍ତ ନିଷ୍ପତ୍ତି ନେବେ। ପ୍ରତିକାର- ବାପାମା’  ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରିବେ। ଭଲ କାମ କରି ସମାଜରେ ନିଜ ମାନପ୍ରତିଷ୍ଠା ବୃଦ୍ଧି କରିବେ। ଶତ୍ରୁମାନେ ବିପଦରେ ପକାଇକୁ ଚେଷ୍ଟା କରି ବିଫଳ ହେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା:  କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବା ସହ ପ୍ରଶଂସା ପାଇବେ। ଶତ୍ରୁମାନେ କୌଣସି ପ୍ରକାର ବାଧା ଦେବେ ନାହିଁ।
ବ୍ୟବସାୟରେ ଭଲ ରୋଜଗାର ହେବା ସହ ନୂତନ ଆୟର ପନ୍ଥା ଖୋଲିଯିବ। ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ।

ତୁଳା: ସାମାଜିକ କ୍ଷେତ୍ରରେ ଗୁରୁଦାୟିତ୍ୱ ଗ୍ରହଣ କରିବେ। ନିଷ୍ଠାର ସହ ପରିଶ୍ରମ କରି କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ।ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଛା:  ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ନୂତନ ବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ। ବ୍ୟବସାୟରେ ଆୟ ବୃଦ୍ଧି ହେବ। ଧନ ଆଗମନ ନୂତନ ସ୍ରୋତ ଖୋଲିଯିବ। ପ୍ରତିକାର- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:  ସବୁ ଦିଗରୁ ଶୁଭ ସମାଚାର ପାଇ ଖୁସି ହେବା ସହ ନୂତନ ନିଯୁକ୍ତି ପାଇପାରନ୍ତି। ବ୍ୟବସାୟରେ ଆୟ ବୃଦ୍ଧି ପାଇବା ଫଳରେ ମାନସିକ ଶାନ୍ତି ଲାଭ କରିବେ। ଶରୀର ସୁସ୍ଥ ରହିବ। ଦୂର ଯାତ୍ରା କରିବେ ଓ ଉଦ୍ଦେଶ୍ୟ ପୂରଣ ହେବ। ପ୍ରତିକାର- ମିଠା ଦହି ଖାଇ ଘରୁ ବାହାରନ୍ତୁ।

ମକର: ସମସ୍ତ କାର୍ଯ୍ୟ ଆପଣଙ୍କ ଇଚ୍ଛା ଅନୁସାରେ ସମ୍ପନ୍ନ ହେବ। ଦେଇଥିବା ଧନ ଫେରି ପାଇବେ। ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ଚେଷ୍ଟିତ ହେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ: କୌଣସି କାର୍ଯ୍ୟକ୍ରମରେ ସମ୍ମାନିତ ହେବେ। ଜନ ସମ୍ପର୍କ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଶତ୍ରୁ ଓ ବିରୋଧୀମାନେ କିଛି କ୍ଷତି କରିପାରିବେ ନାହିଁ। ବ୍ୟବସାୟରେ ଭଲ ଲାଭ ପାଇବେ। ପ୍ରତିକାର- ମା’,ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story