୧୨ ଜୁନ୍‌, ଶନିବାର: ମନ ଅସ୍ଥିର ରହିବ

ମେଷ: କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ବିବାଦର ସମାଧାନ ହୋଇଯିବ। ବୃଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପରିବାରରେ ଆର୍ଥିକ ଅଭାବ ଦେଖାଦେବ। ମନ ଅସ୍ଥିର ରହିବ। ମିଥୁନ: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖା ଦେଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କର୍କଟ: ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ସନ୍ତାନମାନଙ୍କର କାର୍ଯ୍ୟକଳାପ ଦେଖି ବାପାମା’ ଚିନ୍ତାଗ୍ରସ୍ତ ହେବେ। ସିଂହ: ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ଗୁପ୍ତଶତ୍ରୁ କିଛି […]

CS Suresh Mohapatra

CS Suresh Mohapatra

Jitendra Garnayak
  • Published: Saturday, 12 June 2021
  • Updated: 12 June 2021, 08:06 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ବିବାଦର ସମାଧାନ ହୋଇଯିବ।

ବୃଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପରିବାରରେ ଆର୍ଥିକ ଅଭାବ ଦେଖାଦେବ। ମନ ଅସ୍ଥିର ରହିବ।

ମିଥୁନ: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖା ଦେଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।

କର୍କଟ: ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ସନ୍ତାନମାନଙ୍କର କାର୍ଯ୍ୟକଳାପ ଦେଖି ବାପାମା’ ଚିନ୍ତାଗ୍ରସ୍ତ ହେବେ।

ସିଂହ: ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ଗୁପ୍ତଶତ୍ରୁ କିଛି କ୍ଷତି କରି ପାରନ୍ତି। ଅପରାହ୍ନରେ ଖୁସି ଖବର ମିଳିବ।

କନ୍ୟା: ଆର୍ଥିକ ଚିନ୍ତା ଲାଗି ରହିବ। ଭାଇ କିମ୍ବା ସାଙ୍ଗସାଥୀ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେବେ।

ତୁଳା: ସୁସମ୍ବାଦ ପ୍ରାପ୍ତି ହେବ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିବା ଯୋଗୁ ମନ ଅଶାନ୍ତ ରହିବ।

ବିଛା: ଘରେ କଳିଝଗଡ଼ା ଲାଗିପାରେ। ଶରୀରରେ ଆଘାତ ଲାଗିପାରେ। ଅପରାହ୍ନରେ କିଛି ଖୁସି ଖବର ମିଳିପାରେ।

ଧନୁ: କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ମିଡିଆରେ କାର୍ଯ୍ୟରତ ଲୋକେ ଶୁଭଫଳ ପାଇବେ।

ମକର: ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ଅଚାନକ ଧନପ୍ରାପ୍ତି ହେବ। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।

କୁମ୍ଭ: କୌଣସି କଥାକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ବନ୍ଧୁଙ୍କ ସହଯୋଗ ମିଳିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।

ମୀନ: ବ୍ୟବସାୟକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ବନ୍ଧୁଙ୍କ ସହିତ ଝଗଡ଼ା ହୋଇପାରେ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story