୧୪ ଜାନୁଆରୀ, ଗୁରୁବାର: ଯେଉଁ କାମରେ ହାତ ଦେବେ ସେଥିରେ ବିଜୟ ଲାଭ କରିବେ

ମେଷ: ଶାରୀରିକ କଷ୍ଟ ଦୂରେଇ ଯିବ ଓ ବ୍ୟବସାୟ କ୍ଷେତ୍ରରୁ ଲାଭବାନ ହେବେ। କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧିହେବ। ଆୟ ବୃଦ୍ଧି ହେବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ପ୍ରତିକାର– ପିତାମାତା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ। ବୃଷ: ପରିବାରରେ ସ୍ନେହଶ୍ରଦ୍ଧା ବଢ଼ିବ। ନକାରାତ୍ମକ ସ୍ଥିତି ଉତ୍ପନ୍ନ ହେଲେ ମଧ୍ୟ ଦୃଢ଼ମନା ହୋଇ କାର୍ଯ୍ୟ କରିବେ। ବନ୍ଧୁଙ୍କ ଦ୍ୱାରା ଲାଭବାନ ହେବେ। ପ୍ରତିକାର– ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ। ମିଥୁନ: ସାମାଜିକ ପ୍ରତିଷ୍ଠା ସହିତ ଆତ୍ମବିଶ୍ୱାସ ବଢ଼ିବ। […]

Daily Horoscope

Daily Horoscope

Jitendra Garnayak
  • Published: Thursday, 14 January 2021
  • Updated: 14 January 2021, 08:26 AM IST

Sports

Latest News

ମେଷ: ଶାରୀରିକ କଷ୍ଟ ଦୂରେଇ ଯିବ ଓ ବ୍ୟବସାୟ କ୍ଷେତ୍ରରୁ ଲାଭବାନ ହେବେ। କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧିହେବ। ଆୟ ବୃଦ୍ଧି ହେବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ପ୍ରତିକାର- ପିତାମାତା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ: ପରିବାରରେ ସ୍ନେହଶ୍ରଦ୍ଧା ବଢ଼ିବ। ନକାରାତ୍ମକ ସ୍ଥିତି ଉତ୍ପନ୍ନ ହେଲେ ମଧ୍ୟ ଦୃଢ଼ମନା ହୋଇ କାର୍ଯ୍ୟ କରିବେ। ବନ୍ଧୁଙ୍କ ଦ୍ୱାରା ଲାଭବାନ ହେବେ। ପ୍ରତିକାର- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ: ସାମାଜିକ ପ୍ରତିଷ୍ଠା ସହିତ ଆତ୍ମବିଶ୍ୱାସ ବଢ଼ିବ। ବ୍ୟବସାୟରେ କଠିନ ପରିଶ୍ରମ କରିବେ। ଦାମ୍ପତ୍ୟ କଳହର ଅନ୍ତ ଘଟିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।

କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ କୃପାଲାଭ କରିବେ। ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ମିଳିବ। ଯେଉଁ କାମରେ ହାତ ଦେବେ ସେଥିରେ ବିଜୟ ଲାଭ କରିବେ।

ସିଂହ: ନିଜର କର୍ତ୍ତବ୍ୟକୁ ଠିକ୍‌ ଭାବରେ ନିର୍ବାହ କରି ଆର୍ଥିକ ସମସ୍ୟାକୁ ଦୂରେଇ ପାରିବେ। ବିରୋଧୀମାନଙ୍କ ମୁଖା ଖୋଲିଯିବ ଓ ସେମାନେ ଅପଦସ୍ତ ହେବେ। ପିଲାଙ୍କ ସହ ଖୁସିଗପ କରିବାର ସୁଯୋଗ ପାଇବେ।

କନ୍ୟା: ସାମାଜରେ ପତିଆରା ବଜାୟ ରହିବ। ଅଫିସରେ କରିଥିବା କାମ ପାଇଁ ପ୍ରଶଂସିତ ହେବେ। କଳା, ସାହିତ୍ୟ ଆଦି କ୍ଷେତ୍ରରେ କାମ କରୁଥିବା ଲୋକେ ସମ୍ମାନିତ ହେବେ।

ତୁଳା: ପରିବାରର ଉନ୍ନତି ପାଇଁ ପ୍ରୟାସ କରିବେ। କୌଣସି କାମରେ ବିଶେଷ ଜ୍ଞାନ ହାସଲ କରିବେ। ଚାକିରିଆମାନଙ୍କୁ ଅଧିକ କାମ କରିବାକୁ ପଡ଼ିପାରେ। କଠିନ ପରିଶ୍ରମ ଯୋଗୁ ଶାରିରୀକ ଓ ମାନସିକ କଷ୍ଟ ଭୋଗି ପାରନ୍ତି।

ବିଛା: ସ୍ୱାସ୍ଥ୍ୟ ଭଲ ରହିବା ସହିତ ଟଙ୍କାର ଆବଶ୍ୟକତା ପୂରଣ ହେବ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ଯୋଗ୍ୟତା ଓ କ୍ଷମତାରୁ ବହୁତ ଲାଭ ମିଳିବ।

ଧନୁ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଧନଲାଭ ହେବା ଫଳରେ ଅଧୁରା କାର୍ଯ୍ୟ ପୂରଣ ହେବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ୱପୂର୍ଣ୍ଣ କାମ ସଂପନ୍ନ ହୋଇପାରେ। ପ୍ରତିକାର- ଦହି ଓ ମିଠା ଖାଇ ଘରୁ ବାହାରନ୍ତୁ।

ମକର: ଭଲ କାମ କରି ପ୍ରଶଂସିତ ହେବା ସହ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଉତ୍ତମ ରୋଜଗାର ହେବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ। ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: କାର୍ଯ୍ୟରୁ ନୂଆ ଅନୁଭୂତି ପାଇବେ। ଶତ୍ରୁମାନେ ଶତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢ଼ିବା ସମ୍ଭବ ହେବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ଲୋକ ସମ୍ପର୍କ ବଢ଼ିବ। କୌଣସି ଭଲ କାର୍ଯ୍ୟ କରି ଆତ୍ମସନ୍ତୋଷ ପାଇବେ। ବନ୍ଧୁଙ୍କ ସହଯୋଗ ପାଇବେ। ବ୍ୟବସାୟ ବଢ଼ିବ ଓ ତା’ସହିତ ଲାଭ ବଢ଼ିବ। ପ୍ରତିକାର- ହଳଦୀ ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story