୧୮ ଜୁଲାଇ, ରବିବାର: ଶରୀରରେ ଆଘାତ ଲାଗିପାରେ

ମେଷ: କର୍ମକ୍ଷେତ୍ରରେ ଖୁସି ରହିବେ। ନୂଆ କାର୍ଯ୍ୟ ହାତକୁ ନେବେ। ବାଦବିବାଦରେ ବିଜୟ ଲାଭ କରିବେ। ବୃଷ: ପରିବାରରେ ଶାନ୍ତିର ବାତାବରଣ ରହିବ। ସୁସମ୍ବାଦ ପାଇ ମନ ଖୁସି ରହିବ। ଅର୍ଥଲାଭର ସୁଯୋଗ ଆସିବ। ମିଥୁନ: ପିଲାମାନଙ୍କ କାର୍ଯ୍ୟକଳାପକୁ ନେଇ ମାନସିକ ଅଶାନ୍ତି ବଢ଼ିବ। ପରିବାରରେ ଅଶାନ୍ତି ଦେଖାଦେବ। କର୍କଟ: ଦୁଃସମ୍ବାଦ ପାଇବେ। ଗୁପ୍ତଶତ୍ରୁମାନେ ହାଇରାଣ କରିପାରନ୍ତି। ପରିବାରରେ କଳିଝଗଡ଼ା ହୋଇପାରେ। ସିଂହ: ବିପୁଳ ଅର୍ଥଲାଭର ସୁଯୋଗ ଆସିବ। ନୂତନ ବ୍ୟବସାୟ ପାଇଁ ମନ କରିବେ। କନ୍ୟା: […]

Saree

Saree

Jitendra Garnayak
  • Published: Sunday, 18 July 2021
  • Updated: 18 July 2021, 08:44 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ଖୁସି ରହିବେ। ନୂଆ କାର୍ଯ୍ୟ ହାତକୁ ନେବେ। ବାଦବିବାଦରେ ବିଜୟ ଲାଭ କରିବେ।

ବୃଷ: ପରିବାରରେ ଶାନ୍ତିର ବାତାବରଣ ରହିବ। ସୁସମ୍ବାଦ ପାଇ ମନ ଖୁସି ରହିବ। ଅର୍ଥଲାଭର ସୁଯୋଗ ଆସିବ।

ମିଥୁନ: ପିଲାମାନଙ୍କ କାର୍ଯ୍ୟକଳାପକୁ ନେଇ ମାନସିକ ଅଶାନ୍ତି ବଢ଼ିବ। ପରିବାରରେ ଅଶାନ୍ତି ଦେଖାଦେବ।

କର୍କଟ: ଦୁଃସମ୍ବାଦ ପାଇବେ। ଗୁପ୍ତଶତ୍ରୁମାନେ ହାଇରାଣ କରିପାରନ୍ତି। ପରିବାରରେ କଳିଝଗଡ଼ା ହୋଇପାରେ।

ସିଂହ: ବିପୁଳ ଅର୍ଥଲାଭର ସୁଯୋଗ ଆସିବ। ନୂତନ ବ୍ୟବସାୟ ପାଇଁ ମନ କରିବେ।

କନ୍ୟା: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମନ ଅଶାନ୍ତ ରହିବ। ଶରୀରରେ ଆଘାତ ଲାଗିପାରେ, ତେଣୁ ସତର୍କ ରୁହନ୍ତୁ।

ତୁଳା: ଦିନଟି ଭଲରେ କଟିବ। ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ।

ବିଛା: ବ୍ୟୟ ଅଧିକ ହୋଇପାରେ। ମହିଳାମାନଙ୍କ ପାଇଁ ଦିନଟି ଏତେ ଭଲ ନ ରହିପାରେ।

ଧନୁ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ।

ମକର: ବିଭିନ୍ନ ମାଧ୍ୟମରୁ ଆୟ ବୃଦ୍ଧି ହେବ। ଅସୁସ୍ଥ ଅନୁଭବ କରିବେ।

କୁମ୍ଭ: ପରିବାର ଲୋକଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇପାରେ। ଅସୁସ୍ଥ ଅନୁଭବ କରିପାରନ୍ତି।

ମୀନ: ମନ ଭଲ ରହିବ ନାହିଁ। ବ୍ୟୟଭାର ଅଧିକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story