୨୬ ଜୁଲାଇ, ସୋମବାର: ସବୁ କାର୍ଯ୍ୟ ଯୋଜନା ମୁତାବକ ହେବ

ମେଷ: ଶରୀର ଭଲ ରହିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ସଂପନ୍ନ ହୋଇଯିବ। ବୃଷ: ସବୁ ନିଷ୍ପତ୍ତି ଠିକ୍ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ମିଥୁନ: ଗୁରୁଜନଙ୍କ ସହଯୋଗ ମିଳିବ। ପରିବାର ଲୋକଙ୍କ ସହିତ ହସଖୁସିରେ ଦିନଟି କଟିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। କର୍କଟ: ମନ ଶାନ୍ତ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ସିଂହ: […]

RainFall

RainFall

Jitendra Garnayak
  • Published: Monday, 26 July 2021
  • Updated: 26 July 2021, 08:00 AM IST

Sports

Latest News

ମେଷ: ଶରୀର ଭଲ ରହିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ସଂପନ୍ନ ହୋଇଯିବ।

ବୃଷ: ସବୁ ନିଷ୍ପତ୍ତି ଠିକ୍ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ।

ମିଥୁନ: ଗୁରୁଜନଙ୍କ ସହଯୋଗ ମିଳିବ। ପରିବାର ଲୋକଙ୍କ ସହିତ ହସଖୁସିରେ ଦିନଟି କଟିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

କର୍କଟ: ମନ ଶାନ୍ତ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ସିଂହ: ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବନ୍ଧୁଙ୍କ ସାହାଯ୍ୟରେ ଅଟକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ।

ତୁଳା: ବ୍ୟବସାୟରେ ଉନ୍ନତି ହେବ। ଋଣ ପରିଶୋଧ କରିପାରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା: ସମସ୍ତଙ୍କ ସହିତ ସୁ-ସମ୍ପର୍କ ବଜାୟ ରହିବ। ସମାଜରେ ମାନସମ୍ମାନ ବଢ଼ିବ। ପଢ଼ାପଢ଼ି ପ୍ରତି ମନ ବଳାଇବେ।

ଧନୁ: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଯେଉଁ କାର୍ଯ୍ୟ କରିବାକୁ ଚିନ୍ତା କରିଛନ୍ତି, ଆଜି ତାକୁ ପୂରଣ କରିବାକୁ ଚେଷ୍ଟା କରିବେ।

ମକର: ଆପଣଙ୍କ କଥା ଓ ଯୋଗ୍ୟତାରେ ସମସ୍ତେ ପ୍ରଭାବିତ ହେବେ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ।

କୁମ୍ଭ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ। ବ୍ୟବସାୟରେ ଭଲ ଲାଭ ମିଳିବ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରି ପାରିବେ।

ମୀନ: ସମାଜସେବା ପ୍ରତି ମନ ବଳାଇବେ। ବନ୍ଧୁବାନ୍ଧବ ମାନେ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିବେ। ସବୁ କାର୍ଯ୍ୟ ଯୋଜନା ମୁତାବକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story