୨୭ ଜୁଲାଇ, ମଙ୍ଗଳବାର: ବଡ଼ପଣିଆ ଦେଖାଇଲେ ମନ୍ଦ ଫଳ ଭୋଗିବାକୁ ପଡ଼ିପାରେ

ମେଷ: ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଶୁଭ ସୂଚନା ମିଳିବ। କିଛି ନୂତନ କାମ ଆରମ୍ଭ କରିପାରନ୍ତି। ବୃଷ: ପୂର୍ବରୁ କରିଥିବା କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ପୁରାତନ ରୋଗରୁ ଉପଶମ ମିଳିବ। ପରିବହନ ବ୍ୟବସାୟରେ ଭଲ ଲାଭ ମିଳିବ। ମିଥୁନ: କୌଣସି କାମ ଅଟକିବ ନାହିଁ। କଠିନ ପରିଶ୍ରମ କରିବାକୁ ପଡ଼ିବ। ଦୂର ସ୍ଥାନକୁ ଯାତ୍ରା ନକଲେ ଭଲ। କର୍କଟ: ପଢ଼ାପଢ଼ିରେ ମନ ଦେବେ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା […]

attack

attack

Jitendra Garnayak
  • Published: Tuesday, 27 July 2021
  • Updated: 27 July 2021, 10:55 AM IST

Sports

Latest News

ମେଷ: ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଶୁଭ ସୂଚନା ମିଳିବ। କିଛି ନୂତନ କାମ ଆରମ୍ଭ କରିପାରନ୍ତି।

ବୃଷ: ପୂର୍ବରୁ କରିଥିବା କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ପୁରାତନ ରୋଗରୁ ଉପଶମ ମିଳିବ। ପରିବହନ ବ୍ୟବସାୟରେ ଭଲ ଲାଭ ମିଳିବ।

ମିଥୁନ: କୌଣସି କାମ ଅଟକିବ ନାହିଁ। କଠିନ ପରିଶ୍ରମ କରିବାକୁ ପଡ଼ିବ। ଦୂର ସ୍ଥାନକୁ ଯାତ୍ରା ନକଲେ ଭଲ।

କର୍କଟ: ପଢ଼ାପଢ଼ିରେ ମନ ଦେବେ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବେ।

ସିଂହ: ସରକାରୀ କାମରେ ସଫଳତା ମିଳିବ। ଅର୍ଥ ସଂପର୍କିତ କିଛି ଚୁକ୍ତି କରିପାରନ୍ତି।

କନ୍ୟା: ସମାଜରେ ମାନସମ୍ମାନ ବଢ଼ିବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ।

ତୁଳା: କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ପରିବାରରେ ହସଖୁସିର ବାତାବରଣ ରହିବ। କର୍ମକ୍ଷେତ୍ରରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ।

ବିଛା: ସ୍ୱାସ୍ଥ୍ୟ ଭଲ ରହିବ। ଦୀର୍ଘ ଦିନର କିଛି ଆଶା ପୂରଣ ହୋଇପାରେ। ବ୍ୟବସାୟ ବଢ଼ାଇବାକୁ ଯୋଜନା କରିବେ।

ଧନୁ: ସାମାଜିକ ପତିଆରା ବଳବତ୍ତର ରହିବ। ଧନସମ୍ପତ୍ତି ବୃଦ୍ଧି ହେବ। ଜମି ବା ଘର ଆଦି କିଣିବା ପାଇଁ ସୁଯୋଗ ଆସିପାରେ।

ମକର: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ତରବରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଖର୍ଚ୍ଚ ବଢ଼ିପାରେ।

କୁମ୍ଭ: ସହକର୍ମୀମାନଙ୍କ ସହିତ ଥିବା ମତଭେଦ ଦୂର ହେବ। ଧନପ୍ରାପ୍ତି ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ମୀନ: କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ବଡ଼ପଣିଆ ଦେଖାଇଲେ ମନ୍ଦ ଫଳ ଭୋଗିବାକୁ ପଡ଼ିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story