ଅନୁଗୋଳ ନାକଚି ସ୍ଥିତ ଢାବା ସମ୍ମୁଖରେ ଜଳିଗଲା ତେଲ ଟ୍ୟାଙ୍କର ଓ ଟ୍ରକ୍‌; ପାର୍କିଂ କରି ଡ୍ରାଇଭର ଖାଉଥିଲା ବେଳେ ଅଘଟଣ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ