ବଲାଙ୍ଗିର: ଲୋୟର ସୁକତେଲ ପ୍ରକଳ୍ପକୁ ବିରୋଧ କରି ପରଧିଆପାଲ୍ଲୀ ଗାଁ ଲୋକଙ୍କ ଆନ୍ଦୋଳନ; କ୍ଷତିପୂରଣ ଓ ଉଚିତ୍ ଥଇଥାନ ଦାବି, ଘଟଣାସ୍ଥଳରେ ପୋଲିସ ମୁତୟନ, ଉତ୍ତେଜନା ଯୋଗୁଁ ପ୍ରକଳ୍ପ କାମ ବନ୍ଦ