ବଲାଙ୍ଗିର: ବର୍ଷାରେ ଧୋଇଗଲା କଳାହାଣ୍ଡି NH- ୨୬ କନ୍ତେସିରେ ଥିବା ଆପ୍ରୋଚ ରୋଡ୍; ବଲାଙ୍ଗିର ଓ ଭବାନୀପାଟଣାକୁ ଯାତାୟତ ବାଧାପ୍ରାପ୍ତ,ରାସ୍ତାକଡ଼ରେ ଅଟକି ରହିଛି ଶହ ଶହ ଗାଡ଼ି