ସୋର: ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କର ଅସ୍ୱାଭାବିକ ମୃତ୍ୟୁ, ସେମାନେ ତେଣ୍ଟେଇ ଓ ବୀରିପଡ଼ା ଗାଁର, ତେଣ୍ଟେଇର ଛାତ୍ରୀ ଜଣକ ରାତିରେ ବୀରିପଡ଼ାର ସାଙ୍ଗ ଘରକୁ ଆସିଥିଲେ, ରାତିରେ ବୀରିପଡ଼ାରେ ଉଭୟଙ୍କର ମୃତ୍ୟୁ ଘଟିଛି