ବାଲେଶ୍ୱର: ପାଚେରୀ ଡେଇଁ ଉତ୍କଳ ବାଳାଶ୍ରମରୁ ପଳାଇ ଆସିଥିବା ୮ ବର୍ଷର ବାଳକ ବସଷ୍ଟାଣ୍ଡରୁ ଉଦ୍ଧାର; ବାଳକକୁ ସହଦେବଖୁଣ୍ଟା ପୁଲିସ୍‌ ଜିମା ଦେଲେ ଲୋକେ, ବାଳାଶ୍ରମରେ ମାରପିଟ୍ କରାଯାଉଥିବା କହିଲା ବାଳକ, ଅଭିଯୋଗକୁ ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ଖଣ୍ଡନ