ଭୁବନେଶ୍ୱର: ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ଦୀର୍ଘ ସମୟ ଶାସନରେ ଥିଲେ ବି ପଛୁଆବର୍ଗଙ୍କୁ ଅବହେଳିତ କରିଛି କଂଗ୍ରେସ