ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଗୁଡ଼ା ତହସିଲଦାର ଦିବାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ, ଆଜି ସକାଳେ ତାଙ୍କ ବ୍ରହ୍ମପୁର ଓ ପୋଲସରା ଘରେ ଚଢ଼ାଉ ହୋଇଥିଲା