ବ୍ରହ୍ମପୁର: ବାରହା ପାଇଁ ବିଛାଯାଇଥିବା ଫାଶରେ ଫସି ଚାଷୀ ମୃତ; ମୃତ ଚାଷୀ ହେଲେ ବୁଗୁଡ଼ା କରଚୁଲି ମୋଟାଝରି ଗାଁର ଗଦେଇ ଗୌଡ, ଫାଶରେ ବିଦ୍ୟୁତ ସଂଯୋଗ କରିଥିବା ସନ୍ଦେହ, କ୍ଷତିପୂରଣ ଦାବିରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା