ଭଦ୍ରକ: ବାସୁଦେବପୁର ଜଗନ୍ନାଥପ୍ରସାଦ ଗାଁ ପୋଖରୀରୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର; ମୃତକ ଜଗନ୍ନାଥପ୍ରସାଦର କୁଳମଣି ବାରିକ, ସରୋଜ ପାଢୀ, ଉଭୟ ଜାଗର ରାତିରୁ ନିଖୋଜ ଥିଲେ