ଭଦ୍ରକ ଚନ୍ଦନ ବଜାର ଓ ସରକାରନଗର ଅଞ୍ଚଳରେ ନକଲି ଗୁଟ୍‌ଖା କାରଖାନା ଠାବ; ୪ ଅଟକ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ନକଲି ଜର୍ଦ୍ଦା ଜବତ, ବିଭିନ୍ନ ବ୍ରାଣ୍ଡର ଲେବଲ୍ ଲଗାଇ ବଜାରକୁ ଛଡ଼ା ଯାଉଥିଲା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।