ଧର୍ମଗଡ଼: କୋକସରା ବ୍ଲକ ଲଡୁଗାଁରେ ଡେଙ୍ଗୁ ଆତଙ୍କ; ସଂଗୃହୀତ ୩୪ଟି ରକ୍ତ ନମୂନାରୁ ୧୧ଟି ପଜିଟିଭ୍, ଗୁରୁତର ଅସୁସ୍ଥ ୭ ଜଣଙ୍କୁ ଭବାନୀପାଟଣା ସ୍ଥାନାନ୍ତର, ଏଯାଏ ଲଡୁଗାଁରେ ମୋଟ୍ ୩୫ ଡେଙ୍ଗୁ ରୋଗୀ ଚିହ୍ନଟ, ଘର ଘର ବୁଲି ଚିକିତ୍ସା ସହ ସଚେତନ କରୁଛି ମେଡିକାଲ ଟିମ୍

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।