ଭବାନୀପାଟଣା: କୋକସରା ଲଡୁଗାଁରେ ପୁଣି ୧୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ; ସଂଗୃହୀତ ୯୪ ରକ୍ତ ନମୂନାରୁ ୧୮ ପଜିଟିଭ୍, ପ୍ରଥମ ପର୍ଯ୍ୟାୟରେ ୧୧ ରକ୍ତ ନମୂନାରୁ ୬ ପଜିଟିଭ୍ ଥିଲା, ଆଉ ୩୦ ରକ୍ତ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି