ଭୁବନେଶ୍ୱର: ୩୦ରୁ ଊର୍ଦ୍ଧ୍ୱ କଳିଙ୍ଗ ସେନା କର୍ମୀଙ୍କୁ ବରମୁଣ୍ଡା ସ୍ଥିତ କଳିଙ୍ଗ ସେନା ଅଫିସ ସାମ୍ନାରୁ ଗିରଫ କଲା ପୋଲିସ, ଭାଲେଣ୍ଟାଇନ ଡେ’କୁ ବିରୋଧ କରି ପିକେଟିଂ ଚେତାବନୀ ଦେଇଥିଲେ, ପିକେଟିଂ ପୂର୍ବରୁ କର୍ମୀ ମାନଙ୍କୁ ଗିରଫ କଲା ପୋଲିସ