ଏକତରଫା ପ୍ରେମକୁ ନେଇ ଭୁବନେଶ୍ୱରରେ ଅଭାବନୀୟ କାଣ୍ଡ:ମହିଳାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ, କ୍ୟାପିଟାଲ ହସ୍ପିଟାଲରେ ମହିଳା ଭର୍ତ୍ତି