ସି-ସୋର ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା BJD ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ୍‌ ଆବେଦନ ଖାରଜ କଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ, ସ୍ୱାସ୍ଥ୍ୟଗତ କାରଣରୁ ଏବେ SCB ରେ ଚିକିତ୍ସାଧୀନ ଅଛନ୍ତି