ଖରିଫ ଫସଲରେ ଦେଢ଼ ଗୁଣ ଏମ୍‌ଏସପି ବୃଦ୍ଧି ଘୋଷଣା ପ୍ରସଙ୍ଗ: ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଲେ- ଆମେ ୪ ବର୍ଷ ହେଲା ଚିଠି ଲେଖୁଥିଲୁ, ମନା କରୁଥିଲେ,ଏବେ ବଜେଟରେ ଘୋଷଣା କରିଛନ୍ତି, ଏହା ନିର୍ବାଚନୀ ଜୁମଲା ନୁହେଁ ତ