ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଅଚ୍ୟୁତଙ୍କ କିଟ୍ : ବର୍ଷକୁ ଲାଭ ୨୦୦କୋଟି, ସିଏସଆର ଖର୍ଚ୍ଚ ଶୂନ
ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୯୮୦ ଆଧାରରେ ପଞ୍ଜିକୃତ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିବର୍ଷ ମୋଟାଅଙ୍କର ଆର୍ଥିକ ଲାଭ କରୁଛି । କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟର ୨୦୧୮-୧୯ରୁ ୨୦୨୩-୨୪ ଆର୍ଥିକବର୍ଷର ବାଲାନ୍ସସିଟ୍ ଓ ଅଡିଟ୍ ରିପୋର୍ଟ ଏହି ସଙ୍କେତ ଦେଉଛି ।

Politics
କିଟ୍ ବିବାଦ: ଚାପି ଦେବାକୁ ଚାଲିଛି କି ମସୁଧା,୧୨ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
କିଟ୍ ବିବାଦ ଘଟଣାର ପ୍ରାୟ ୧୨ଦିନ ପରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ତାଙ୍କର ସାମନ୍ତବାଦ ନୀତିକୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି । ଏହାସହିତ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Politics
ପରାଜୟ ପରେ କେଉଁଠି ଅଛନ୍ତି ଅରବିନ୍ଦ କେଜ୍ରିୱାଲ?
ଦିଲ୍ଲୀ ବିଧାନସଭା ଆରମ୍ଭ ହେବା କ୍ଷଣି ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଛି। ଏହି ସମୟରେ ହଟ୍ଟଗୋଳ କରି ଆପ୍ର ୨୧ ଜଣ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ତଥାପି କେଜ୍ରିୱାଲ ସାମ୍ନାକୁ ଆସି କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

Politics
ସଂସଦକୁ ଯିବେ କି ଅରବିନ୍ଦ କେଜ୍ରିୱାଲ? ଆପ୍ର ନୂଆ ଗୋଟି ଚାଳନାକୁ ନେଇ ଚର୍ଚ୍ଚା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ପରାସ୍ତ ହେବା ପରେ ଏବେ କେଜ୍ରିୱାଲ ନିଜର ଓ ନିଜ ଦଳର ଅସ୍ଥିତ୍ୱକୁ ଜାତୀୟ ସ୍ତରରେ କାଏମ ରଖିବାକୁ ଚାହୁଁଛନ୍ତି।

Politics
କିଟ୍ କର୍ତ୍ତୃପକ୍ଷଙ୍କୁ ସୁହାଉଛି ଯାଞ୍ଚ କମିଟିର ବିଳମ୍ବ: ନେପାଳରେ ବିରୋଧ ଜାରି, ସଙ୍କଟରେ ସରକାରଙ୍କ ଭାବମୂର୍ତ୍ତି,ଫେରିଛନ୍ତି ମାତ୍ର ୧୦% ଛାତ୍ରଛାତ୍ରୀ
କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଏଭଳି ବର୍ବୋରୋଚିତ କାଣ୍ଡ ଭିଆଇଥିବା କିଟ୍ କର୍ତ୍ତୃପକ୍ଷ ଏବେବି ନେପାଳୀ ଛାତ୍ରଛାତ୍ରୀମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ନେପାଳରେ ଓଡ଼ିଶା ନିନ୍ଦିତ ହେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରୋ-ଆକ୍ଟିଭ ଆକ୍ସନ ନେବାରେ ମଧ୍ୟ ଫେଲ୍ ମାରିଛନ୍ତି ।