BJD ୩ୟ ବର୍ଷ ପୂର୍ତ୍ତି ଅବସରରେ ତଥାଗତ ସତପଥୀଙ୍କ ବିସ୍ଫୋରକ ବୟାନ; କହିଲେ-କର୍ମୀ, ବିଧାୟକ ଓ ସାଂସଦଙ୍କ ମଧ୍ୟରେ ସମନ୍ୱୟ ରହୁ ନାହିଁ