ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସମର୍ଥନ ଦେବା ପ୍ରସଙ୍ଗ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ-ବିଜେଡ଼ିକୁ ସିବିଆଇ ଭୟ ଘାରିଛି, ତେଣୁ #NDA ପ୍ରାର୍ଥୀଙ୍କୁ ସମର୍ଥନ କଲା, ଗତ ୪ ବର୍ଷ ହେଲା ବିଜେପି ସହିତ ସାମିଲ ହୋଇଛି ବିଜେଡି #Odisha