ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସମର୍ଥନ ଦେବା ପ୍ରସଙ୍ଗ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ-ବିଜେଡ଼ିକୁ ସିବିଆଇ ଭୟ ଘାରିଛି, ତେଣୁ #NDA ପ୍ରାର୍ଥୀଙ୍କୁ ସମର୍ଥନ କଲା, ଗତ ୪ ବର୍ଷ ହେଲା ବିଜେପି ସହିତ ସାମିଲ ହୋଇଛି ବିଜେଡି #Odisha Edited By OdishaReporter Bureau | By On Aug 9, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।