ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅସମ୍ମାନ କରାଯାଇଥିବା ଅଭିଯୋଗ କଲେ କେଭି ସିଂହଦେଓ, କହିଲେ- ପ୍ରୋଟକଲ ଅନୁସାରେ ତାଙ୍କୁ ସ୍ୱାଗତ କରିବାକୁ କେହି ଯାଇ ନ ଥିଲେ, ତାଙ୍କୁ Y ସୁରକ୍ଷା ମିଳିଥିଲେ ବି ମନ୍ତ୍ରୀ କି ସଚିବ କେହି ଯାଇନଥିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।