ପାରଳାଖେମୁଣ୍ଡି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନେଇ ସସ୍‌ପେନ୍ସ: ତିରୁପତି ପାଣିଗ୍ରାହୀଙ୍କୁ ଧରି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଲେ ବିଧାୟକ କେ. ସୂର୍ଯ୍ୟା ରାଓ, କହିଲେ- ତିରୁପତି ଜଣେ ଭଲ ସଂଗଠକ, କଂଗ୍ରେସ ଲାଭବାନ ହେବ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।