ହବିବୁର ରେହମାନକୁ ଜେରା କରି ଓଡ଼ିଶା ଫେରିଲା STF ଟିମ୍: ଜେରା ବେଳେ ଆତଙ୍କୀ ଲିଙ୍କ୍ ନେଇ ତଥ୍ୟ ମିଳିଥିବା ସୂଚନା ଦେଲେ କ୍ରାଇମ୍‌ବ୍ରାଞ୍ଚ STF ଡିଆଇଜି ହିମାଂଶୁ ଲାଲ୍, ଆତଙ୍କବାଦୀ ନଇମ୍ ଲିଙ୍କ୍‌ରେ ହବିବୁର ଗିରଫ ହୋଇଛି