ଢେଙ୍କାନାଳ: ୬ ଜଣ ଛାତ୍ରୀ ଖାଇବା ପାଇଁ ହିନ୍ଦୋଳ ଥାନା କରଣ୍ଡା ପଠାଣୀ ସାମନ୍ତ ଇଂଜିନିୟରିଂ କଲେଜରୁ ବାହାରୁଥିବା ବେଳେ ବଜ୍ରପାତ ହେବାରୁ ଜଣେ ଛାତ୍ରୀ ମୃତ, ୫ ଗୁରୁତରଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ଭର୍ତ୍ତି