ଲଗାଣ ବର୍ଷା ବିତ୍ପାତ ନେଇ ଡେପୁଟୀ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର କହିଲେ- ଉଦ୍ଧାର ଓ ଥଇଥାନ ପାଇଁ କଲାହାଣ୍ଡିକୁ ୨ଟି ଓଡ୍ରାଫ୍‌ ଟିମ୍‌ ଯାଉଛି, ପ୍ରଭାବିତ ଅଞ୍ଚଳରେ ମାଗଣା ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା ହୋଇଛି; କୋରାପୁଟ ଓ କଳାହାଣ୍ଡିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।