କେରଳରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍‌ପ ଲାଇନ୍ ଜାରି କଲା ବିପର୍ଯ୍ୟୟ ପ୍ରଶମନ ବିଭାଗ, ହେଲପ୍‌ ଲାଇନ୍ ଟୋଲ୍ ଫ୍ରି ନମ୍ବର- ୧୦୭୦, ହେଲ୍‌ପ ଲାଇନ୍ ନମ୍ବର- ୦୬୭୪- ୨୫୩୪୧୭୭, ଫସିଥିବା ଲୋକଙ୍କ ସଂପର୍କୀୟ ଏହି ନମ୍ବରରେ ଯୋଗାଯୋଗ କରିପାରିବେ