ଜଗତସିଂହପୁର: ତିର୍ତ୍ତୋଲ ଝୁଲାବାବା ମଠ ନିକଟ ମହାନଦୀ ଘାଟରେ ବୁଡ଼ିଗଲେ ୨ କାଉଡ଼ିଆ; ରାତିରେ ପାଣି ଭାର ଉଠାଇବା ବେଳେ ଅଘଟଣ, ଜଣେ କାଉଡ଼ିଆ ଉଦ୍ଧାର, ଅନ୍ୟ ଜଣେ ନିଖୋଜ, ଉଭୟ କାଉଡ଼ିଆ ତିର୍ତ୍ତୋଲ ପିପଲମାଧବ ଗାଁର ସୂଚନା