ଜଗତସିଂହପୁର: ତିର୍ତ୍ତୋଲ ଝୁଲାବାବା ମଠ ନିକଟ ମହାନଦୀ ଘାଟରେ ବୁଡ଼ିଗଲେ ୨ କାଉଡ଼ିଆ; ରାତିରେ ପାଣି ଭାର ଉଠାଇବା ବେଳେ ଅଘଟଣ, ଜଣେ କାଉଡ଼ିଆ ଉଦ୍ଧାର, ଅନ୍ୟ ଜଣେ ନିଖୋଜ, ଉଭୟ କାଉଡ଼ିଆ ତିର୍ତ୍ତୋଲ ପିପଲମାଧବ ଗାଁର ସୂଚନା Edited By OdishaReporter Bureau | By On Aug 13, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।