ଯାଜପୁର: ପାଣିକୋଇଲି ଚାନ୍ଦପୁର ଠାରେ ଗାଡ଼ି ତନଖି ବେଳେ ହାଇୱା ଧକ୍କାରେ ଯାଜପୁର ଟାଉନ୍‌ ଆର୍‌ଟିଓ ଇନ୍‌ଚାର୍ଜ ମନୋଜ ବେହେରା ମୃତ; ପଛ ପଟୁ ଧକ୍କା ଦେଇଥିଲା ହାଇୱା