ଯାଜପୁର: କଳିଙ୍ଗନଗର ଭିସା ପ୍ଲାଣ୍ଟ ଭିତରେ ଭାଲୁ ଆତଙ୍କ, ପାଖରେ ଥିବା ବଡ଼ଶୁଳି ପାହାଡ଼ରୁ ଭାଲୁଟି ପଶି ଆସିଥିବା ସନ୍ଦେହ, ଭାଲୁକୁ କାବୁ କରିବାକୁ ବନ ବିଭାଗ ଓ ପୋଲିସର ଉଦ୍ୟମ