କେନ୍ଦୁଝର: ପୁଲିସ୍ କନଷ୍ଟେବଲ ଇଣ୍ଟରଭ୍ୟୁ ବେଳେ ପୁଣି ଜଣେ ଗୁରୁତର; ଦୌଡ଼ ପରୀକ୍ଷା ବେଳେ ଜଣେ ମହିଳା ପରୀକ୍ଷାର୍ଥୀ ଗୁରୁତର, ତାଙ୍କ ଘର ପଣ୍ଡାପଡ଼ା ଥାନା ଜଙ୍ଗିରା ଗାଁରେ, କାଲି ମଧ୍ୟ ଜଣେ ପରୀକ୍ଷାର୍ଥୀ ଦୌଡ଼ ବେଳେ ଆହତ ହୋଇଥିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।