କୋଣାର୍କ ବସ୍‌ଷ୍ଟାଣ୍ଡରେ ଅସ୍ତରଙ୍ଗ ତହସିଲଦାର ଓ ତାଙ୍କ ଡ୍ରାଇଭରଙ୍କୁ ଆକ୍ରମଣ: କାଲି ରାତିରେ ଏକ ବାଇକ୍‌କୁ ଓଭରଟେକ୍ କରିଥିଲା ତହସିଲଦାରଙ୍କ ଗାଡ଼ି; ଗାଡ଼ିକୁ ଫଲୋ କରି ଦୁହିଁଙ୍କୁ ପିଟିଥିଲେ, ମାଡ଼ ମାରିଥିବା ଅଭିଯୋଗରେ ଯୁବକ ଗିରଫ