କୋଣାର୍କ: ନିମାପଡ଼ା କେନାଲ ବନ୍ଧ ରାସ୍ତାରେ ବ୍ୟବସାୟୀଙ୍କ ଠାରୁ ୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ; ଦୁଇଟି ବାଇକ୍ରେ ଆସି ୫ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟିଥିବା ଅଭିଯୋଗ, ବଳଙ୍ଗାରୁ ନିମାପଡ଼ା ଏସ୍ବିଆଇକୁ ଜମା କରିବା ପାଇଁ ଆସୁଥିଲେ ବ୍ୟବସାୟୀ Edited By OdishaReporter Bureau | By On Aug 14, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।