କୋରାପୁଟ ବିଧାୟକଙ୍କ ରିଟ୍ ପିଟିସନ୍ ଆଧାରରେ କୁନ୍ଦୁଲି ଘଟଣାରେ ହସ୍ତକ୍ଷେପ କଲେ ଜାତୀୟ SC କମିଶନ ଅଧ୍ୟକ୍ଷ ରାମଶଙ୍କର କଠେରିଅ, ୧୧ରେ କମିଶନ ପକ୍ଷରୁ ୩ ଜଣିଆ ପ୍ରତିନିଧି ଦଳ ପୀଡ଼ିତାଙ୍କ ଗାଁକୁ ଯାଇ ସରଜମିନ ତଦନ୍ତ କରିବେ