କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବିରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ରୁଜୁ କଲେ ଜନସ୍ୱାର୍ଥ ମାମଲା: ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, CBI, କୋରାପୁଟ ଏସ୍‌ପି ଓ ପଟ୍ଟାଙ୍ଗୀ IIC ପକ୍ଷଭୁକ୍ତ