ବାତ୍ୟା, ବନ୍ୟା ମୁକାବିଲା ପାଇଁ ସଚିବାଳୟରେ ଛୁଟି ବାତିଲ, ସବୁ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟଙ୍କୁ ଜିଏ ସଚିବଙ୍କ ଚିଠି, ପୂଜା ଅବକାଶରେ ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ, କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ ରେଂଜରେ ଜିଲ୍ଲାପାଳମାନଙ୍କ ମଧ୍ୟ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର