ମାଲକାନଗିରି: ମାଓବାଦୀଙ୍କ ତାଲିମ ବେଳର ଭିଡିଓ ଭାଇରାଲ, ଭିଡିଓରେ ମାଓବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ଦେଖିବାକୁ ମିଳୁଛି, ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲା ଦେର୍ଲାପାଲି ଅଞ୍ଚଳର ଭିଡିଓ ବୋଲି କୁହାଯାଉଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।